ପୋଲିସ କର୍ମଚାରୀଙ୍କ ଲାଗି ବଡ଼ ଘୋଷଣା

ତାମିଲନାଡୁ: ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା । କରୋନା ମହାମାରୀରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ଲାଗି ୫ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

Read more