ସାମ୍ବାଦିକଙ୍କୁ ଆଗଧାଡିର କୋଭିଡ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା | ସାମ୍ବାଦିକଙ୍କୁ ମିଳିଲା କୋଭିଡ ଯୋଦ୍ଧା ମାନ୍ୟତା | ସାମ୍ବାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

Read more