କାହିଁକି ହାତ ଛାଡିଲେ ଚକ୍ରଧର ପାଇକ ?

ବିଜେଡିରେ ଯୋଗ ଦେଲେ ଚକ୍ରଧର ପାଇକ ।ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ଚକ୍ରଧର ପାଇକ ବିଜେଡିରେ ଯୋଗ ଦେଇଛନ୍ତି।

Read more