ଭୁବନେଶ୍ୱରରେ ହେବ କ୍ୟାନ୍‌ସର ହସ୍ପିଟାଲ

*୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ କ୍ୟାନ୍‌ସର ହସ୍ପିଟାଲ |
*ଭୁବନେଶ୍ୱରରେ ପାଲିଏଟିଭ୍ କେୟାର ହସ୍ପିଟାଲ ନିର୍ମାଣ ପାଇଁ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି |
*ଉଭୟ ହସ୍ପିଟାଲ ନିର୍ମାଣ ପାଇଁ ବାଗଚି ଦମ୍ପତି ପ୍ରଦାନ କରିବେ ମୋଟ ୩୪୦ କୋଟି |

Read more