ପ୍ରତିଶୃତି ରକ୍ଷା କଲେ ନବୀନ : 9 ଲୋକସଭା ଆସନରେ 33 ପ୍ରତିଶତ ମହିଳା

ଭୁବନେଶ୍ବର () ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ପ୍ରତିଶୃତି ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟର 9ଟି ଲୋକସଭା ଆସନ ମଧ୍ୟରୁ 3ଟି ଆସନରେ ଅର୍ଥାତ

Read more