୩ଦିନ ପାଇଁ ସିଲ୍ ହେଲା ଭୁବନେଶ୍ୱର କୋର୍ଟ ପରିସର

ଭୁବନେଶ୍ୱର: ରାଜଧାନରେ ସଂକ୍ରମଣ ପୁଣି ଭୟଙ୍କର ରୂପ ନେଇ ଆତଙ୍କ ସୃଷ୍ଟି କରୁଛି। କିନ୍ତୁ ଲୋକେ ଚେତୁନାହାନ୍ତି । ବେପରୁଆ ଭାବେ ବୁଲୁଛନ୍ତି।କୋଭିଡ୍ ନିୟମ ମାନୁନାହାନ୍ତି ।

Read more