ବି,ପି ଦାସ ଓଏଚଆରସି ଅଧ୍ୟକ୍ଷ ହେଲେ

ଭୁବନେଶ୍ୱର() ରାଜ୍ୟ ମାନବାଧିକାର କିମଶନର ଅଧ୍ୟକ୍ଷ ଭାବେ ଜଷ୍ଟିସ ବି,ପି ଦାସ ଏବଂ ସଭ୍ୟ ଭାବେ ଆଇନଜୀବି ଅସୀମ ଅମିତାଭ ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତିି

Read more