ନିଖୋଜ ବିମାନର ଭଗ୍ନାବଶେଷ ଠାବ

ନୂଆଦିଲ୍ଲୀ()   ବାୟୁସେନାର ନିଖୋଜ ବିମାନ ଏମ-୩୨ର ଭଗ୍ନାବଶେଷ ଅରୁଣଚଳ ପ୍ରଦେଶର ଲିପୋ ଠାରେ ଠାବ କରାଯାଇଛି । ଜୁନ ୩ରୁ ବାୟୁସେନାର ଏହି ବିମାନଟି ନିଖୋଜ ହୋଇଥିଲା

Read more