ପୋଲିସ ଏନକାଉଣ୍ଟରରେ ୫ ନକ୍ସଲ ମୃତ

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ପୁଲିସ ସହିତ ଏନକାଉଣ୍ଟର ବେଳେ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମାଓବାଦୀ ଗୁରୁତର ଭାବେ ଆହତ ହୋଇଛନ୍ତିି।

Read more