ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆସିଲା ଅଭାବନୀୟ ଦୃଶ୍ୟ । ଡାକ୍ତରଙ୍କ ଘରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ । ଭୀମଟାଙ୍କୀ ଅଞ୍ଚଳରୁ ଆସିଛି ଏଭଳି ଖବର । ମୃତ ଯୁବତୀଙ୍କ ନାମ ହେଲା ମାମାଲି ଜେନା । ସେ ଡାକ୍ତରଙ୍କ ଘରେ କାମ କରୁଥିବା ସୂଚନା ମିଳିଛି । ତେବେ ପ୍ରେମଜନୀିତ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମା । ଝିଆ କୁଲୁ ଦାସ ନାମକ ଜଣେ ଯୁବକକୁ ପ୍ରେମ କରୁଥିଲା । ସେ ଗାଳି କରିବାରୁ ଆତ୍ମହତ୍ୟା କରିଥିବା କହିଛନ୍ତି ମୃତକଙ୍କ ମା । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର ବ୍ୟବଚେ୍‌ଛଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ଘଟଣାର ତଦନ୍ତ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

1 × two =