ୟେସ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା

ଭୁବନେଶ୍ୱର() ୟେସ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା । ଇ-ଟ୍ରାନ୍ସଫର ମାଧ୍ୟମରେ ଏହି ଟଙ୍କା ଫେରସ୍ତ ହୋଇଛି । ୩୯୭.୨୩ କୋଟି ଟଙ୍କା ମୂଳଜମା ସହ ୮ କୋଟି ୨୩ ହଜାର ସୁଧ ଟଙ୍କା ଫେରିଛି । ୟେସ ବ୍ୟାଙ୍କରୁ ଶ୍ରୀମନ୍ଦିର ଏସବିଆଇ ଆକାଉଣ୍ଟକୁ ଟଙ୍କା ଫେରିଆସିଥିବା ନେଇ ୟେସ ବ୍ୟାଙ୍କର ବରିÂ ଉପସଭାପତି ଜୟଦେବ ଦାସ ସୂଚନା ଦେଇଛନ୍ତି । ଜୟଦେବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଏହି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × four =