ପୁରୀରେ ବିଶ୍ୱ ବ୍ୟାଙ୍କ ଟିମ୍

ପୁରୀ()  ସାମୁଦ୍ରିକ ବାତ୍ୟା ଫନି ଦ୍ୱାରା କେତେ କ୍ଷତିଗ୍ରସ୍ତ ହୋଇଛି ପୁରୀ, ଏନେଇ ସର୍କିଟ୍ ହାଉସରେ ବୈଠକ କରିଛନ୍ତି ବିଶ୍ୱବ୍ୟାଙ୍କର ୫ ଜଣିଆ ଟିମ୍ । ଏହି ଟିମ୍ ବାତ୍ୟା କ୍ଷତିଗ୍ରସ୍ତ ପୁରୀର ବିଭିନ୍ନ ସ୍ଥାନ, ହୋଟେଲ ଓ ଚାଷ ଜମିର କ୍ଷୟକ୍ଷତି ଆକଳନ କରିବା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ । ଟିମ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀ ଆଲୋଚନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − 6 =