ଥରୁଛି ସାରା ଓଡ଼ିଶା, ଫୁଲବାଣୀରେ ୭ଡିଗ୍ରୀ କୁ ଖସିଛି

ଜାଡରେ ଥରୁଛି ସାରା ଓଡ଼ିଶା। ବିଶେଷକରି କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଦାରିଙ୍ଗବାଡି, ବାଲିଗୁଡ଼ା ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି। ଫୁଲବାଣୀରେ ତାପମାତ୍ରା ୭ଡିଗ୍ରୀ ତଳକୁ ଖସିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଶୀତ ସହ ଘନ କୁହୁଡି। ଅବସ୍ଥା ଆହୁରି ସାଙ୍ଘାତିକ କରିଦେଉଛି।

Share

Leave a Reply

Your email address will not be published. Required fields are marked *

6 + 20 =