ଓକାକ୍‌ ସିଇଓଙ୍କ ହ୍ୱାଟସ୍ଆପ୍ ହ୍ୟାକ୍‌

ଭୁବନେଶ୍ୱର: ଓଡିଶା କଂପ୍ୟୁଟର ଆପ୍ଲିକେସନ ସେଂଟର-ଓସିଏସି ମୁଖ୍ୟ ମନୋଜ କୁମାର ପଟ୍ଟନାୟକ ସାଇବର ଠକାମୀର ଶୀକାର ହୋଇଛନ୍ତି। ତାଙ୍କର ହ୍ୱାଟସଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷ ଟଙ୍କା ଠକେଇ ହୋଇଛି।। ଅଜଣା ନମ୍ବରରୁ କଲ୍ ଆସିବା ପରେ ହ୍ୱାଟସଆପ ନମ୍ବର ହ୍ୟାକ୍ କରି ଦୁର୍ବୃତ୍ତମନୋଜଙ୍କ ନାଁ ନେଇ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ତାଙ୍କ ସଂପର୍କୀୟଙ୍କୁ ଜରୁରୀ ଅଛି ବୋଲି କହି ୭ ଲକ୍ଷ ଟଙ୍କା ଲୁଟି ନେଇଥିବ ସହିଦ ନଗର ଥାନାରେ ଅଭିଯୋଗ ହୋଇଛି।

Share

Leave a Reply

Your email address will not be published. Required fields are marked *

twenty − eighteen =