୪ ହଜାର ପଡ଼ା ହେବ ଗାଁ

ଭୁବନେଶ୍ୱର: ୪ ହଜାର ପଡ଼ା ହେବ ଗାଁ । ପଡ଼ାରୁ ଗାଁ ହେବା ନେଇ ମାପଦଣ୍ଡ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏସମ୍ପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କଲେ ରାଜସ୍ୱ ସଚିବ । ୨୫୦ରୁ କମ୍ ଲୋକଥିଲେ ବି ପ୍ରାକୃତିକ ବ୍ୟବସ୍ଥାରେ ଗାଁରୁ ଅଲଗା ଥିବ । ଯଦି ବି ଅଧିକ କିମି ଦୂର ନଥିବ, କିନ୍ତୁ ୩ଶହ ଲୋକ ଥିବେ ତାହେଲେ ଗାଁ ହେବ । ମୂଳ ରାଜସ୍ୱ ଗ୍ରାମଠାରୁ ଅଧ କିମି ଦୂରରେ ଥିବା ପଡ଼ା ଗାଁ ହେବ ।

Share

Leave a Reply

Your email address will not be published. Required fields are marked *

eight − 6 =