ଭିଜିଲାନ୍ସ ପଞ୍ଝାରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ

ଭୁବନେଶ୍ୱର: ଆୟ ବହିର୍ଭୃତ ସମ୍ପତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଘରେ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ହୋଇଛି ଚଢ଼ାଉ । ତାଙ୍କ ସମ୍ପର୍କୀୟଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଠାବ ହୋଇଛି । ଏଯାବତ ମିଳିଥିବା ସୂଚନା ମୁତାବକ ୨ଟି ୨ମହଲା କୋଠା, ୯ଟି ଜମି ପଟ୍ଟା ଠାବ କରାଯାଇଛି । ତେବେ ସକାଳୁ ଟଙ୍କା ଗଣୁଥିଲେ ସୁଦ୍ଧା ଏଯାବତ ଗଣତି ସରିନାହିଁ ।

Share

Leave a Reply

Your email address will not be published. Required fields are marked *

15 + eight =