ଭିଜିଲାନ୍ସ ଜାଲରେ ତହସିଲଦାର

ଭିଜିଲାନ୍ସ ଜାଲରେ ଫସିଛନ୍ତି ରରୁଆଁ ତହସିଲଦାର । ରରୁଆଁ ତହସିଲଦାର ସତ୍ୟସୁନ୍ଦର ରାଉତ ଧରାପଡିଥିବା ଜଣାପଡିଛି । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ଟିମ୍ । ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଥିବା ଜଣାପଡିଛି ।

ସେହିପରି ନିକଟରେ ଭିଜିଲାନ୍ସ ଜାଲରେ ଫସିଥିଲେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁପରଭାଇରଜର ନାରାୟଣ ପଟ୍ଟନାୟକଙ୍କୁ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍ । ଜଣେ ଋଣଗ୍ରହୀତା ସବସିଡି କରାଇ ଦେବାକୁ କହି ଲାଞ୍ଚ ନେଉଥିବା ଜଣାପଡିଥିଲା ।

Share

Leave a Reply

Your email address will not be published. Required fields are marked *

12 − three =