କଟକରେ ପହଞ୍ଚିଲା ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ମରଶରୀର

କଟକ: କଟକରେ ପହଞ୍ଚିଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର । ପରିବାର ଓ ପରିଜନ ଲୋକଙ୍କ ସହ ବହୁ ଲୋକ ତାଙ୍କର ଶେଷ ଦର୍ଶନ କରିବା ଲାଗି ପହଞ୍ଚିଥିବା ଦେଖିବାକୁ ମିଳିଛି । ଖାନ ନଗର ମଶାଣୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । କଟକର ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କର ପରଲୋକ ହୋଇଥିଲା । ଆଜି କୋଲକାତାରୁ ସ୍ଥଳପପଥ ଯୋଗେ ତାଙ୍କର ମରଶରୀରକୁ ଅଣାଯାଇଛି ।

Share

Leave a Reply

Your email address will not be published. Required fields are marked *

19 − 10 =