୨ଟି ଯାକ ଟିକାର ସବୁ ଭେରିଆଣ୍ଟ ପ୍ରତି ଫଳପ୍ରଦ

ଭୁବନେଶ୍ୱର: କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ ବୋଲି ଭାରତୀୟ ଆର‌୍ୟୁବିଜ୍ଞାନ ଗବେଷଣା ପରିଷଦ (ଆସିଏମ୍ଆର) ମୁଖ୍ୟ ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭାକ୍ସିନ ଓ କୋଭିସିଲ୍ଡ ଟିକା କୋଭିଡର ସମସ୍ତ ଭାରିଆଣ୍ଟକୁ ମାତ୍ ଦେବାର କ୍ଷମତା ରଖିଛି। କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି କାମ କରୁଛି। ଆଲଫା, ବିଟା, ଗାମା ଓ ଡେଲଟା ପ୍ଲସ ପ୍ରତି କାମ ଦେଉଛି ବୋଲି ଆସିଏମ୍ଆର ମୁଖ୍ୟ ବଳରାମ ଭାର୍ଗବଙ୍କ ପ୍ରକାଶ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

5 × 3 =