ରାଜଧାନୀ ଏକ ନମ୍ବର ହାଟ ବନ୍ଦ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପ୍ରସିଦ୍ଧ ଏକ ନମ୍ବର ହାଟକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ ଦେଲା ବିଏମସି । ଉଭୟ ହୋଲସେଲର ଓ ଣିଟେଲର ବ୍ୟବସାୟୀଙ୍କ ଲାଗି ବନ୍ଦ ରହିବ ହାଟ । କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କାରେ ବିଏମସି ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଠାରେ କୋଭିଡ ନିୟମ ପାଳନ ହେଉ ନଥିବାରୁ ବିଏମସି ପକ୍ଷରୁ ଏଭଳି ନିଷ୍ଫତି ନିଆଯାଇଛି । ସାବିତ୍ରୀ ଓ ରଜ ସମୟରେ ମଧ୍ୟ ହାଟରେ ପ୍ରବଳ ଜନ ଗହଳୀ ଦେଖିବାକୁ ମିଳିଥିଲା । ବାରମ୍ବାର ସତର୍କତ୍ତା ସତ୍ୱେ କୋଭିଡ ନିୟମ ନମାନିବାରୁ ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମସି ।

Share

Leave a Reply

Your email address will not be published. Required fields are marked *

4 × two =