କଳି କାଳ : ଟ୍ୟୁବୱେଲରେ ନିଆଁ

କେନ୍ଦ୍ରାପଡା () ରାଜନୀତିରେ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡାରେ ଅଦ୍ଭୁତ ଘଟଣା ସବୁ ଘଟୁଛି । ଆଜି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ଜଗତିସ୍ୱବଳା ଗାଁରେ ଏହି ଘଟଣା ଘଟିଛି । ଭିଜୁଆଲ ନଦେଖିଲେ କେହି ବିଶ୍ୱାସ କରିବନି । ନୂଆ ଖୋଲାଯାଇଛି ଏହି ନାଳକୂପଟି । 127 ଫୁଟ ତଳକୁ ଯାଇଛି ପାଇପ । ହେଲେ ପାଣି ସହ ବାହାରୁଛି ଏକ ଅଗ୍ନୀ ସଂଯୋଗକାରୀ ଗ୍ୟାସ । ନଳକୂପ ମୁହଁରେ ଦିଆସିଲ ମାରିଲେ ନିଆଁ ଜଳୁଛି । ଦେଖନ୍ତୁ ଏହି ଭିଡିଓ । ଅଗ୍ନିଶମ ଅଧିକାରୀ ବି ଏଦୃଶ୍ୟ ଦେଖି ତାଯୁବ ।

Share

Leave a Reply

Your email address will not be published. Required fields are marked *

19 − eighteen =