ବାଲୁଗାଁ ରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବାଲୁଗାଁରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ବାଲୁଗାଁ- ସୋଲରୀ ଟ୍ରେନ ଲାଇନ ମଧ୍ୟରେ ମାଲଗାଡି ଲାଇନଚ୍ୟୁତ ହୋଇଛି। ମାଲବାହୀ ଗାଡିର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ଫଳରେ ଟ୍ରେନ ଚଳାଳଚ ବ୍ୟାହତ ହୋଇଛି। କେନ୍ଦୁଝରରୁ କର୍ଣ୍ଣାଟକ ଯାଉଥିଲା ମାଲବାହୀ ଟ୍ରେନ।

Share

Leave a Reply

Your email address will not be published. Required fields are marked *

ten + nineteen =