ଦୂରନ୍ତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର()  ବାଲେଶ୍ବର ରୁପସା ଷ୍ଟେସନ ନିକଟରେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ରେଳ ଧାରଣାରୁ ଅଲଗା ହୋଇ ଟ୍ରେନ୍ଟି ଢଳିପଡିଛି । ଫଳରେ ପ୍ରାୟ ଦେଢ ଘଣ୍ଟା ଧରି ଟ୍ରେନ୍ଟି ଅଟକି ରହିଛି ।

ସୂଚନାଯୋଗ୍ୟ ଯେ, ଟ୍ରେନ୍ଟି ହାଓ୍ବାଡାରୁ ଭୁବନେଶ୍ବର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଇଞ୍ଜିନ ସହ ଦୁଇଟି ବଗି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

eleven − five =