ଏଣିକି ରାସ୍ତାରେ ବେଆଇନ ଗାଡି ପାର୍କିଂ କଲେ ଡବଲ ଫାଇନ

ଭୁବନେଶ୍ୱର() ରାସ୍ତାରେ ବେଆଇନ ଗାଡି ପାର୍କିଂ କଲେ ଏଣିକି ଡବଲ ଫାଇନ । ବେଆଇନ ପାର୍କିଂ ସହ ଗାଡି ଉଠାଯିବ ବାବଦ ଟୋଲଂ ଚାର୍ଜ ବି ଗଣିବେ ଗାଡି ଚାଳକ । ଆଜିଠାରୁ ନିୟମ ଲାଗୁ ହେବା ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ,ରାଜଭବନ ଛକଠାରୁ କଳାରାହାଙ୍ଗ ଛକ ମଧ୍ୟରେ ଗାଡି ରଖିଲେ ଜରିମାନା । ଏୟାରପୋର୍ଟ ଛକରୁ ନାଲକୋଛକ, ଶିଶୁଭବନ ଠାରୁ ବାଣୀବିହାର ଛକ, ରସୁଲଗଡ ଛକରୁ ଜୟଦେବ ବିହାର ରାସ୍ତା,ଶ୍ରୀୟା ଟକିଜ ଛକଠାରୁ ପିଏଚଡି ଅଫିସ ଏବଂ ବାପୁଜୀନଗର ଅଂଚଳରେ ଏହି ନିୟମ ଲାଗୁ ହୋଇଛି । ୨ ଚକିଆ ଗାଡି ପାଇଁ ୩୦୦ ଏବଂ ମଡଗାଡି ପାଇଁ ୪୦୦ ଟଙ୍କା ଫିଇନ ଗଣିବେ ଗାଡି ଚାଳକ ।

Share

Leave a Reply

Your email address will not be published. Required fields are marked *

fifteen − 8 =