ମଦର ଟେରେସାଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ହେଉଛି ମଦର ଟେରେସାଙ୍କ ଜୟନ୍ତୀ । ସେବା, ଶାନ୍ତି ଓ ଦୟାର ପ୍ରତୀକ ଥିଲେ ମଦର ଟେରେସା ।ସମାଜର ଦୁର୍ବଳ ଓ ନିଷ୍ପେସିତଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ମଦର ଟେରେସା । ଅପଚରା ଓ ଦୁର୍ବଳ ଲୋକଙ୍କ ସେବା ପାଇଁ ମଦର ଟେରେସାଙ୍କ ଜୀବନବ୍ୟାପୀ ନିଷ୍ଠା ସବୁବେଳେ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ମଦର ଟେରେସାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

5 × 5 =