ହୋଟେଲ କର୍ମଚାରୀଙ୍କୁ ଦିଆଯାଉଛି ଟିକା

ଭୁବନେଶ୍ୱର: ବିଏମସି ପକ୍ଷରୁ ଆରମ୍ଭ ହୋଇଛି ହୋଟେଲ କର୍ମଚାରୀଙ୍କ ସ୍ୱତନ୍ତ୍ର ଟିକାକରଣ। ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡିଶା ପକ୍ଷରୁ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସେହି ତାଲିକା ଅନୁଯାୟୀ ୭ଗ୍ଧଷ ବାଟାଲିଆନ ହାଇ ସ୍କୁଲରେ ଚାଲିଛି ଟିକାକରଣ। ତେବେ ପ୍ରଥମ ପର୍ଯ୍ୟାୟରେ ୫ଶହ କର୍ମଚାରୀଙ୍କର ଟିକାକରଣ କରାଯିବ। ବିନା ସ୍ଲଟ ବୁକିଂରେ ସ୍ୱତନ୍ତ୍ର ସେସନ ଜରିଆରେ ଟୀକାକରଣ କରାଯାଉଛି।

Share

Leave a Reply

Your email address will not be published. Required fields are marked *

4 × four =