ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନରତ ଶିକ୍ଷକ

ଭୁବନେଶ୍ବର: ପୁଣିଥରେ  ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ  ାନ୍ଦୋଳନ   । ପ୍ରାୟ ୧ଲକ୍ଷ ଶିକ୍ଷକ ଓ ଅଧ୍ୟାପକ ସରକାରଙ୍କ ସର୍ତ୍ତମୂଳକ ଅନୁଦାନ ଆଇନକୁ ପ୍ରତ୍ୟାହାର କରିବାକୁ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି  । ତେଣୁ ପୁର୍ଣ୍ଣ ଅନୁଦାନ ସହ ,ଚାକିରୀ ସର୍ତ୍ତାବଳି ଲାଗୁ , ଅବସରକାଳୀନ ସୁବିଧା ସୁଯୋଗ ତୁରନ୍ତ ସରକାର ଯୋଗାଇ ନଦେଲେ ଆଜିଠାରୁ ତିନିଦିନ ଧରି ରାଜ ରାସ୍ତାରେ ଆନ୍ଦୋଳନ ଓ ଧର୍ମ ଘଟ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଶିକ୍ଷକ ସଂଘ ।ତେବେ  ମନ୍ତ୍ରୀ ଅନନ୍ତ ଦାସଙ୍କ କହିବା ଅନୁସାରେ ଶିକ୍ଷକ ମାନଙ୍କର ଦାବୀ ବାରମ୍ବାର ବଦଳୁଥିବାରୁ ଏନେଇ ନିଷ୍ପତି ନେବାରେ ବିଳମ୍ବ ହେଉଛି ା

Share

Leave a Reply

Your email address will not be published. Required fields are marked *

5 − one =