ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଓ ଟ୍ୟାକ୍ସି ଗଡ଼ିବ

ଭୁବନେଶ୍ୱର() ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଓ ଟ୍ୟାକ୍ସି ଗଡ଼ିବ । ୨୪ ଘଂଟିଆ ଅଟୋ ଓ କ୍ୟାବ ଚଳାଚଳକୁ ଅନୁମତି । ସିଟି ବସ ଚଳାଚଳ କରିବ । ଚାରିଚକିଆ ଗାଡ଼ିରେ ଡ୍ରାଇଭରକୁ ଛାଡ଼ି ୨ ଜଣ ଯାତ୍ରୀ ଯାଇପାରିବେ ।  ବସରେ ଠିଆ ହୋଇ କେହି ଯାଇପାରିବେ ନାହିଁ । ଯେତିକି ସିଟ ସେତିକି ଲୋକ ଯାଇପାରିବେ । କୋଭିଡ଼ ଲକ୍ଷଣ ଥିଲେ ଗାଡ଼ିରେ ଯାତାୟାତ କରିବାକୁ ଅନୁମତି ମିଳିବ ନାହିଁ । ତେଣୁ ଲକ୍ଷଣ ଥିଲେ ତୁରନ୍ତ ୧୦୪କୁ ଫୋନ କରିବାକୁ ପଡ଼ିବ । ଗାଡ଼ିରେ ଯିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନଚେତ ଦଣ୍ଡିତ ହେବେ ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର ରଖିବେ

Share

Leave a Reply

Your email address will not be published. Required fields are marked *

4 + eighteen =