ଦିନେ କିମ୍ବା ଦୁଇଦିନ ମଧ୍ୟରେ ମେଡିକାଲରୁ ଡିସଚାର୍ଜ ହେବେ ତାରା

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି ଜୟପୁର ବିଧାୟକ ତଥା କଂଗ୍ରେସର ଟାଣୁଆଁ ନେତା ତାରା ବାହିନୀପତି । ସଦ୍ୟ ସୂଚନା ମୁତାବକ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଛନ୍ତି ତାରା । କରୋନାର ଲକ୍ଷଣ ଦେଖାଦେବା ପରେ ମେଡିକାଲରେ ଆଡମିଟ୍ ହୋଇଥିଲେ ସେ । ଏବେ ୧୨ଦିନ ହେବ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି । ଆଉ ଦିନେ କିମ୍ବା ଦୁଇଦିନ ମଧ୍ୟରେ ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି ବୋଲି କହିଛନ୍ତି ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ।

Share

Leave a Reply

Your email address will not be published. Required fields are marked *

twelve − eleven =