ତାଳଚେର ସୁରକ୍ଷା ଦାବିରେ ୧୨ ଘଂଟିଆ ବନ୍ଦ ପାଳନ

୪ ଦଫା ଦାବି ନେଇ ତାଳଚେର ସୁରକ୍ଷା ପରିଷଦ ପକ୍ଷରୁ ଆଜି ୧୨ ଘଂଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି । ତାଳଚେରର ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ଖଣିଖାଦାନ, ସରକାରୀ ଅଫିସ ସମେତ ଗାଡି ଚଳାଚଳ ବନ୍ଦ କରାଯାଇଛି ।
ଭୂତଳ କୋଇଲା ଖଣି ଅସୁରକ୍ଷିତ ସହରବାସୀଙ୍କୁ ବିପଦମୁକ୍ତ କରାଯିବ । ତାଳଚେରକୁ ପ୍ରଦୂଷଣ ମୁକ୍ତ କରିବା, ସରକାରୀ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି ଏବଂ ତାଳଚେରରେ ବିଶୁଦ୍ଧ ପାଣି ଯୋଗାଣ ଦାବିରେ ପରିଷଦ ଏହି ବନ୍ଦ କରିବାକୁ ନିଷ୍ପତି ନେଇଛି ।

Share

Leave a Reply

Your email address will not be published. Required fields are marked *

17 − 15 =