ଶରଧାବାଲି ତାଳଧ୍ୱଜ

ପୁରୀ: ଶରଧା ବାଲିରେ ଯାଇ ଲାଗିଛି ବଡ଼ ଭାଇ ବଳଭଦ୍ରଙ୍କ ରଥ । ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଛି ତାଳଧ୍ୱଜ । ନବଦିବାତ୍କକ ଯାତାରେ ରତ୍ନବେଦୀରୁ ବାହାରିଛନ୍ତି ମହାପ୍ରଭୁ । ତେବେ ପରେ ପରେ ଦର୍ପ ଦଳନ ରଥ ମଧ୍ୟ ଶ୍ରୀ ଗୁଣ୍ଡିଚା ମନ୍ଦିର ପାଖା ପାଖା ପହଞ୍ଚିଥିବା ଦେଖିବାକୁ ମିଳିଛି । ପଛରେ କାଳିଆ ଠାକୁରଙ୍କ ରଥ ଆସୁଛି । ତେବେ ଚଳିତ ବର୍ଷ ବହୁତ ଶୀଘ୍ର ତିନି ରଥ ମାଉସିମା ମନ୍ଦିର ନିକଟରେ ପହଞ୍ଚିଛି । ନୀତି ନିର୍ଘଣ୍ଣର ତିନି ଘଣ୍ଟା ପୂର୍ବରୁ ରଥ ଟଣା ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

seven + 12 =