ଭୁବନେଶ୍ୱର ଏମ୍ସରେ ପହଞ୍ଚିଲେ ୨ ଆହତ ଯବାନ

ଭୁବନେଶ୍ୱର: ଆହତ ଯବାନ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛନ୍ତି । ସେମାନଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀଙ୍କ ଏୟାରଲିଫ୍ଟ କାର୍ଯ୍ୟରେ ୩ଜଣଙ୍କୁ ପ୍ରଂଶସା କରାଯାଇଛି । ସିଆପିଏଫ ଯବାନ ଏବଂ ପାଇଲଟ କନ୍ଧମାଳର ଡାକ୍ତରଙ୍କୁ ପ୍ରଂଶସା କରିଛନ୍ତି ଡଜିପି । ଆଜି କୋରାପୁଟ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଥିଲେ ଡଜିପି । ତେବେ ଯବାନ ଆହତ ହେବା ପରେ ସେମାନଙ୍କୁ ଏୟାରଲିଫ୍ଟରେ ଆଣିଥିଲେ ।

Share

Leave a Reply

Your email address will not be published. Required fields are marked *

3 × 5 =