ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସୁରଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର() କଂଗ୍ରେସ ଭବନରେ ଭୋଜିଭାତ କରିବା ମହଙ୍ଗା ପଡ଼ିଛି । ଭୋଜିଭାତ କରିବା ପ୍ରସଙ୍ଗରେ ଆଜି ବିଧାୟକ ସୁର ରାଉତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କରୋନା ସତର୍କତା ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କଟକଣା ଓ କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନିଜଆଡ଼ୁ ମାମଲା ରୁଜୁ କରିଛି କ୍ୟାପିଟାଲ ଥାନା ପୋଲିସ । ଗତ ବୁଧବାର ଦିନ କଂଗ୍ରେସ ଭବନରେ ଭୋଜିଭାତ ହୋଇଥିବା ନେଇ ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

eighteen + 14 =