ଆଇ.ଏମ.ଏସ ଓ ସମ୍ ହସ୍ପିଟାଲରେ ଗୁରୁଦିବସ ପାଳନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇ.ଏମ.ଏସ ଓ ସମ୍ ହସ୍ପିଟାଲରେ
ସୋମବାର ଗୁରୁଦିବସ ପାଳନ କରାଯାଇଅଛି । ପ୍ରତି ବର୍ଷ ପରି ପୂର୍ବତନ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡ. ସର୍ବପଲ୍ଲ ି
ରାଧାକି ୍ଷ୍ ସ୍ମୃତିଚାରଣରେ ଏହି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରାଯାଇଥିଲା ।
ଗୁରୁକୁଳ ପରମ୍ପରାର ଆଦର୍ଶ ଓ ମହାନତାକୁ ଆଖିରେ ରଖି ଛାତ୍ର ଓ ଗୁ ରୁଙ୍କ ମଧ୍ୟରେ କି ପରି ପବିତ୍ର ସମ୍ପର୍କ ରହି ବ ଏବଂ
ଛାତ୍ରଛାତ୍ର ିମାନେ କିପରି ଅଗାଧ ଜ୍ଞାନରୂପ ଅଧିକାରି ହେବେ ଏହା ଥିଲା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ଅନୁଷ୍ଠାନର ଡିନ୍ ପ୍ରଫେସର ଡ. ଗଙ୍ଗାଧର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରାରମ୍ଭିକ ସୂଚନା ମାଧ୍ୟମରେ
କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତି ଥି ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁ ମାର ମହାପାତ୍ର,
ପ୍ରଫେସର ଡ. ସୁରେଶ୍ୱର ମହାନ୍ତି, ପ୍ରଫେସର ଡ. ତି ୍ରଲୋଚନ ସାହୁ, ଅଧିକ୍ଷକ ପ୍ରଫେସର ଡ. ପୁଷ୍ପରାଜ ସାମନ୍ତସିଂହାର
ପ୍ରମୁଖ ଗୁରୁ ଓ ଶିସ୍ୟଙ୍କ ମହାନତା ଉପରେ ଆଲୋକପାତ କରିଥିଲେ ।
ଏ ବର୍ଷର ଥିମ୍ ଥିଲା “ଗବେଷଣା ଏବଂ ତାର ପ୍ରସାରଣ’ । ଏହି ଉତ୍ସବରେ କୃତି ସଫଳ ୧୦ ଜଣ ଗବେଷକଙ୍କୁ
ସମ୍ମାନିତ କରାଯାଇଥିଲା । ସେହିପରି ସାତ ଜଣ ଗ୍ରାଜୁ ଏଟ୍ ଛାତ୍ର, ଆଠଜଣ ପୋଷ୍ଟ ଗ୍ରାଜୁଏଟ୍, ଦୁଇଜଣ ଡିଏମଓ
ଏମ.ସି.ଏଚ ବିଦ୍ୟାଥି ର୍ ଓ ବାରଜଣ ଚିକିତ୍ସାବିଦ୍ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ନୂତନ ଭାବେ ଯୋଗଦାନ କରିଥିବା
ଚାରିଜଣ ପ୍ରଫେସରଙ୍କୁ ସ୍ୱାଗତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଆଡିସନାଲ ଡିନ୍ ପ୍ରଫେସର ଡ. ଅଜୟ
କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ ।
ସୂଚନାଯୋଗ୍ୟ ଏହି କାର୍ଯ୍ୟକ୍ରମରେ କୋଭିଡ ନିୟମ ଅନୁ ଯାୟୀ ୩୦ ଜଣ ଫାକଲଟି ଉପସ୍ଥ ିତ ଥିବାବେଳେ ଅନ୍ୟାନ୍ୟ
ସମସ୍ତେ ଭର୍ଚ ୁଆଲରେ ଥିଲେ ।

Share

Leave a Reply

Your email address will not be published. Required fields are marked *

five + 16 =