କୁଆଖାଇକୁ ଡେଇଁଲେ ଯୁବତୀ

ଆଜି ଅପରାହ୍ନରେ କୂଆଖାଇ ନଦୀକୁ ଜଣେ ଯୁବତୀ ଡେଇଁପଡିଥିବା ଖବର ମିଳିଛି । ସ୍ଥାନୀୟ ଲୋକ ମାନେ ଏହା ଦେଖିବା ପରେ ନଦୀରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ଯୁବତୀ ଜଣକ ଆତ୍ମହତ୍ୟା ଉଦେ୍ଧଶ୍ୟରେ ନଈକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି । ତେବେ ଏ ସମ୍ପର୍କରେ କୌଣସି ସବିଶେଷ ତଥ୍ୟ ମିଳିନାହିଁ । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

five × two =