ୱେବ ସାମ୍ବାଦିକ ସୁଧାଂଶୁ ରାଉତଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ୱେବ ପୋର୍ଟାଲ ମାଲିକ ସୁଧାଂଶୁ ରାଉତଙ୍କୁ ଉଠାଇ ନେଲା ପୋଲିସ । ଫୋକସ ପ୍ଲସର ମୁଖ୍ୟ ସମ୍ପାଦକ ଥିଲେ ସୁଧାଂଶୁ । ଧାବିକା ଦୂତୀ ଚାନ୍ଦଙ୍କ ଅଭିଯୋଗରେ ପରେ ଉଠାଇ ନେଇଛି । ସେ ଦୂତୀଙ୍କ ବିରୋଧରେ ଖବର ପରିବେଶଣ କରିଥିଲେ । ତେବେ ଅନେକ ଅପମାନଜନକ ଖବର ପରିବେଶଣ କରିଥିବାରୁ ଦୂତୀ ଅଭିଯୋଗ କରିଥିଲେ । ଗତକାଲି ଦୂତୀ ଏକ ପ୍ରେମସମିଟରେ ମଧ୍ୟ ଟାର୍ଗେଟ କରିଥିଲେ । ଆଜି ଝାରପଡ଼ାସ୍ଥିତ ଅଫିସରୁ ସୁଧାଂଶୁଙ୍କୁ ଉଠାଇ ନେଇଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

fourteen + thirteen =