୧ କୋଟି ୫୧ ଲକ୍ଷ ଟଙ୍କା ଦାନ କଲା ଶ୍ରୀମନ୍ଦିର

ଭୁବନେଶ୍ୱର() କରୋନାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଢକୋଟି ଟଙ୍କା ଦାନ କରିଛି ଶ୍ରୀମନ୍ଦିର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧ କୋଟି ୫୧ ଲକ୍ଷ ଟଙ୍କା ଦାନ କରାଯାଇଛି । କୋଭିଡ୍-୧୯ର ମୁକାବିଲା କରିବା ପାଇଁ ଏହି ଦାନ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

4 × 1 =