ଭକ୍ତମାନେ ବାବା କରୁଣା ପାଇବା ଲାଗି ଏତେ ବ୍ୟାକୁଳ କାହିଁକି?

ଭୁବନେଶ୍ୱର: ଲୋକମାନେ ଆତୁର ହୋଇ ଇଶ୍ୱରଙ୍କ କରୁଣା ଲୋଡନ୍ତି, କାରଣ ସେମାନଙ୍କ ହୃଦୟରେ କରୁଣା ନଥାଏ । ଯାହା ଆମ ପାଖରେ ନଥାଏ, ତାହା ହିଁ ଆମେ ଖୋଜୁ ଓ ପାଇବାକୁ ବ୍ୟାକୁଳ ହୋଇପଡୁ । ଇଶ୍ୱର ହେଉଛନ୍ତି ‘ଭାବ’- ଆମେ ସବୁ ଅଭାବ ବା ଭାବହୀନ । ଏଣୁ ବାବାଙ୍କ କରୁଣା ଲାଗି ବ୍ୟାକୁଳ ହୋଇଥାଉ ।

Share

Leave a Reply

Your email address will not be published. Required fields are marked *

nine + 16 =