୩୦ ପର୍ଯ୍ୟନ୍ତ ସଟଡାଉନ ଘୋଷଣା

ଦିନକୁ ଦିନକୁ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଦିନ ପାଇଁ ସମଗ୍ର ଢେଙ୍କାନାଳ ମୁ୍ୟନିସିପାଲିଟି ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୨୭ ଓ ୨୮ ତାରିଖରେ ମୁ୍ୟନିସିପାଲିଟି ଅଞ୍ଚଳ ସଟଡାଉନ ରହିବ । ମୁ୍ୟନିସିପାଲିଟି ଅଞ୍ଚଳର ୨୩ଟି ୱାର୍ଡ ସମେତ ସହର ମଧ୍ୟ ସଟଡାଉନ ରହିବ । ସେହିପରି ୨୯ ଓ ୩୦ ମଧ୍ୟ ସଟଡାଉନ ଥିବାରୁ ସହର ୪ ଦିନ ବନ୍ଦ ରହିବ । ସଂକ୍ରମଣ ରୋକିବା ସହ କଣ୍ଟାକ୍ଟ ଟ୍ରେସିଂ ପାଇଁ ଏହି ସଟଡାଉନ ଘୋଷଣା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

seven − 7 =