୪୮ ଘଣ୍ଟା ସଟଡାଉନ ଘୋଷଣା

ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୧ ତାରିଖ ମଧ୍ୟରାତ୍ର ଯାଏଁ ୪୮ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି ।କୋରାପୁଟ ଜିଲ୍ଲାକୁ ସଟଡାଉନ କରିଛନ୍ତି ଜିଲ୍ଲାପାଳ ।  ବର୍ଦ୍ଧିତ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।  ଆଜି ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଜିଲ୍ଲାକୁ ୪୮ ଘଣ୍ଟା ପାଇଁ  ସଟଡାଉନ ଘୋଷଣା କରିଛନ୍ତି ।

ସେପଟେ ଆଜି ରାଜ୍ୟରେ ୧୨୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।

 
Share
Share

Leave a Reply

Your email address will not be published. Required fields are marked *

eleven + 10 =