କରୋନା ଆକ୍ରାନ୍ତ ଚିହ୍ନଟ ପରେ ସପ୍ତାହେ ସଟ୍ ଡାଉନ୍ ଘୋଷଣା

ରାୟଗଡା()   ସପ୍ତାହେ ପାଇଁ ରାୟଗଡା ଜିଲ୍ଲା ସଟ୍ ଡାଉନ୍ । ଆଉ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲିଠାରୁ ଏହି ସଟ୍ ଡାଉନ୍ କାର୍ଯ୍ୟକାରୀ ହେବ । ସଟ୍ ଡାଉନ୍ ନିୟମ ମାନିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।୯୬ ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୯ରେ ପହଞ୍ଚିଛି । ଆଜିର ୯୬ ଜଣଙ୍କ ମଧ୍ୟରୁ ୫୧ ଜଣ ପୁରୁଷ ଓ ୪୫ ଜଣ ମହିଳା ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 − 4 =