୨୧ ରୁ କୋହଳ ହେବ ଜଗା ଦର୍ଶନ

ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଲଗାଯାଇଥିବା ସମସ୍ତ କଟକଣାକୁ ଶ୍ରଦ୍ଧାଳୁଙ୍କ ପାଇଁ ଉଠାଇ ଦିଆଯାଇଛି। ୨୧ରୁ କୋହଳ ହେବ ଜଗା ଦର୍ଶନ। ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କେବଳ ମାସ୍କ ପନ୍ଧିବା ବାଧ୍ୟତାମୂଳକ କରଯାଇଛି। କୋଭିଡ ସାର୍ଟିଫିକେଟ ଦରକାର ପଡିବନି। ୨ ବର୍ଷ ପରେ ସ୍ବାଭାବିକ ହେଲା ଶ୍ରୀମନ୍ଦିର ଦର୍ଶନ। ଆଜି ଛତିଶା ନିଯୋଗର ବୈଠକ ବସିଥିଲା।ଏଥିରେ ପରିଚାଳନା କମିଟିର ସଦସ୍ୟମାନେ କଟକଣା କୋହଳ ପାଇଁ ଦାବି ଉଠାଇଥିଲେ।

Share

Leave a Reply

Your email address will not be published. Required fields are marked *

19 − 11 =