ହୋମ୍ କ୍ୱାରେଣ୍ଟିନରେ ଜଗଦଗୁରୁ ଶଙ୍କରାଚାର୍ୟ୍ୟ

ପୁରୀ() ହୋମ୍ କ୍ୱାରେଣ୍ଟିନରେ ଜଗଦଗୁରୁ ଶଙ୍କରାଚାର୍ୟ୍ୟ । ଜଗଦଗୁରୁ ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଗତକାଲି ରାତିରେ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କାର ଯୋଗେ ପୁରୀସ୍ଥିତ ଗୋବର୍ଦ୍ଧନ ମଠରେ ପହଞ୍ଚିଥିଲେ। ଶଙ୍କରାଚାର୍ୟ୍ୟ ପୁରୀ ଗୋବର୍ଦ୍ଧନ ମଠରେ ନିଜର ୧୪ ଜଣ ଶିଷ୍ୟ ଓ ପରିକରଙ୍କ ସହ ପହଁଚିଥିଲେ । ଏହାପରେ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ନିଷ୍ପତି ଏବଂ ଆହ୍ୱାନ ଦେଉଛନ୍ତି ତାହାକୁ ସହୃଦୟତାର ସହ ଗ୍ରହଣ କରି ନିଜକୁ ହୋମ କ୍ୱାରେଣ୍ଟିନରେ ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × one =