ଘର ଭିତରେ ଚାଲିଥିଲା ସେକ୍ସ ରାକେଟ୍‌

ରାୟଗଡ଼ା: ଲକଡାଉନ ସମୟରେ ମାତିଛନ୍ତି ଦେହ ବ୍ୟବସାୟୀ । ଉପାନ୍ତରୁ ଉପକୂଳ ସବୁଠି ଚାଲିଛି ବେପାର । କିଛିଦିନ ହେବ ଏଭଳି ଖବର ପ୍ରତିଦିନ ନଜରକୁ ଆସୁଛି । ସେପଟେ ଆଜି ରାୟଗଡ଼ା ସହରରେ ଘର ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ । ରାୟଗଡ଼ା ଗୌତମ ନଗର ୬ ନମ୍ବର ଲେନରେ ଘରେ ସେକ୍ସ ରାକେଟ ଚାଲିଥିବା ବେଳେ ପୋଲିସ ରେଡ କରିଥିଲା । ଜଣେ ଦେହଜୀବୀଙ୍କ ସହ ଜଣେ ଗ୍ରାହାକଙ୍କୁ ଧରିଛି । ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

fifteen + 6 =