ସ୍କୁଲ କଲେଜ ଖୋଲିବା ସହ ପରୀକ୍ଷା ବି ହେବ

ସ୍କୁଲ , କଲେଜ ଖୋଲିବା ସହ ପରୀକ୍ଷା ମଧ୍ୟ କରାଯିବ । କେଜିରୁ ନବମ ଶ୍ରେଣୀ ପର୍ୟ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ । ଏକାଦଶରୁ ଦ୍ୱାଦଶ ଯିବାକୁ ପ୍ରମୋସନ ପରୀକ୍ଷା ହେବ । ଉଭୟ ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ ମାର୍କ ଅନୁସାରେ କରାଯିବ । ଦଶମ ଏବଂ ଦ୍ୱାଦଶ ପରୀକ୍ଷା ସେମାନଙ୍କ ବୋର୍ଡ ଆୟୋଜନ କରିବେ । ଉଚ୍ଚଶିକ୍ଷା ଅନୁଷ୍ଠାନ ପୂର୍ବ ଗାଇଡଲାଇନ୍ ଅନୁସାରେ ପରୀକ୍ଷା କରିବେ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ସୁରେଶ ମହାପାତ୍ର ।

Share

Leave a Reply

Your email address will not be published. Required fields are marked *

twelve + four =