ଓଡ଼ିଆ ଆଇପିଏସ ଅଫିସର ସତ୍ୟ ପ୍ରଧାନ ହେଲେ ଏନସିବି ଡିଜି

ଭୁବନେଶ୍ୱର: ଓଡ଼ିଆ ଆଇପିଏସ ସତ୍ୟ ନାରାୟଣ ପ୍ରଧାନଙ୍କୁ ବଡ଼ ଦାୟିତ୍ୱ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଏହି ବରିଷ୍ଟ ଅଧିକାରୀ । ରାକେଶ ଆସ୍ଥାନାଙ୍କଠାରୁ ଦାୟିତ୍ୱ ଗ୍ରହଣ କଲେ ସତ୍ୟ ପ୍ରଧାନ । ଏବେ ସେ ଏନଡିଆରଏଫ ଡିଜି ଅଛନ୍ତି । ୧୯୮୮ ବ୍ୟାଚ ଝାଡ଼ଖଣ୍ଡ କ୍ୟାଡର ଓଡ଼ିଆ ଆଇପିଏସ ହେଉଛନ୍ତି ସତ୍ୟ ।

Share

Leave a Reply

Your email address will not be published. Required fields are marked *

five × five =