ଏଣିକି ଶନି ଓ ରବିବାରରେ ଖୋଲା ରହିବ ନନ୍ଦନକାନନ

ଭୁବନେଶ୍ୱର: ପଶୁପ୍ରେମୀଙ୍କ ଲାଗି ଖୁସି ଖବର । ଏଣିକି ଶନିବାର ଓ ରବିବାର ଖୋଲା ରହିବ ନନ୍ଦନକାନନ । ସେପ୍ଟେମ୍ବର ମାସ ଗାଇଡଲାଇନରେ ତିନି ସହରରୁ ଉଠିଛି ସପ୍ତାହନ୍ତ ସଟଡାଉନ । ତେବେ ସଟଡାଉନ ହଟିବା ପରେ ଶନିବାର ଓ ରବିବାର ଖୋଲା ରହିବ ନନ୍ଦନକାନନ । ପୂର୍ବରୁ ୫ଦିନ ଖୋଲା ରହୁଥିବା ବେଳେ ଏଥରକ ୭ଦିନ ଖୋଲା ରହିବ । ତେବେ ଶିନବାର ଓ ରବିବାର ଖୋଲା ରହିଲେ ଅଧିକ ପର୍ଯ୍ୟଟକଙ୍କ ଭିଡ଼ ଜମିବ ବୋଲି ଆଶା ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

Share

Leave a Reply

Your email address will not be published. Required fields are marked *

fifteen + 8 =