ସଂଜୀବ ପାଣିଗ୍ରାହୀ ହାଇକୋର୍ଟର ନୂତନ ବିଚାରପତି

କଟକ()  ସଂଜୀବ ପାଣିଗ୍ରାହୀ ହେବେ ହାଇକୋର୍ଟର ନୂତନ ବିଚାରପତି । ନୂତନ ବିଚାରପତି ନିଯୁକ୍ତି ଲାଗି ରାଷ୍ଟ୍ରପତିଙ୍କ ଠାରୁ ମିଳିଲା ଅନୁମୋଦନ । ଶୁକ୍ରବାରରେ ଆଇନ ମନ୍ତ୍ରାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ସଞ୍ଜୀବ ପାଣିଗ୍ରାହୀଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଯିବା ନେଇ ଉଲ୍ଲେଖ ରହିଛି।

ବର୍ତ୍ତମାନ ସୁପ୍ରିମକେର୍ଟର ଆଇନଜୀବି ଭାବେ କାର୍ୟ୍ୟ ତୁଲାଉଛନ୍ତି ସଞ୍ଜୀବ ପାଣିଗ୍ରାହୀ । ଓଡିଶା ହାଇକୋର୍ଟରେ ଜଜ ଭାବେ ସଞ୍ଜୀବ ପାଣିଗ୍ରାହୀ ଯୋଗଦେବା ପରେ ଓଡ଼ିଶା ହାଇକୋର୍ଟର ଆଇନଜୀବି ସଂଖ୍ୟା ୧୫କୁ ବୃଦ୍ଧି ପାଇଲା ।

Share

Leave a Reply

Your email address will not be published. Required fields are marked *

2 × 4 =