ମୁଖ୍ୟମନ୍ତ୍ରୀଙ୍କ ମା’ ସମଲେଶ୍ବରୀ ମନ୍ଦିର ପରିଦର୍ଶନ

ଭୁବନେଶ୍ୱର() ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଯାଇ ମା’ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ।

ମା’ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟ କରଣ ସହିତ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ ଏବଂ ଖୁବଶୀଘ୍ର ଏଥିପାଇଁ ଏକ ଟିମ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାସହ ହୀରାକୁଦ ପାଇଁ ଏକ ପର୍ୟ୍ୟବେକ୍ଷକ ଟିମ୍ ଗଠନ କରାଯିବ । ଏହି ଟିମ୍ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ସମଲେଶ୍ବରୀ ମନ୍ଦିର ଓ ହୀରାକୁଦ ପାଇଁ ପ୍ୟାକେଜ୍ ଘୋଷଣା କରାଯିବ ।

Share

Leave a Reply

Your email address will not be published. Required fields are marked *

eight − three =