ଜାଣନ୍ତୁ ଅହରହ ଚିନ୍ତାରୁ ମୁକ୍ତି ପାଇବା ପାଇଁ କଣ କହୁଥିଲେ ବାବା

ଭୁବନେଶ୍ୱର: ଯେତେବେଳେ କୌଣସି ଚିନ୍ତା ତୁମକୁ ବିବ୍ରତ କରୁଛି, ସଙ୍ଗେ ସଙ୍ଗେ ବାବାଙ୍କୁ ଧ୍ୟାନ କର ‘ଯେତେ ଦୂରରେ ଥିଲେ ବି ମୁଁ ମୋ ସନ୍ତାନମାନଙ୍କର ସମସ୍ତ ଦାୟିତ୍ୱ ବହନ କରିବି ।’ ବାବାଙ୍କର ଏହି ବାଣୀକୁ ସ୍ମରଣ କର । ତୁରନ୍ତ ଚିନ୍ତାର ଧାରାକୁ ବଦଳାଇବାକୁ ଚେଷ୍ଟା କର । ସବୁବେଳେ ଏଇ ଆସ୍ଥା ରଖ ଯେ, ତମେ ଯେଭଳି ଅଘଟଣ ଆଶଙ୍କା କରୁଛ, ସେଭଳି କିଛି ଘଟିବ ନାହିଁ । କେବଳ ଚିନ୍ତା କରି ସେଥିରେ ତମେ ତମର ବହୁ ମୂଲ୍ୟବାନ ସମୟ ଅଯଥା ନଷ୍ଟ କରୁଛ ।

Share

Leave a Reply

Your email address will not be published. Required fields are marked *

one + nine =